Advertisment

Today Panchang 14th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ମକର ମାସ ମାଘ କୃଷ୍ଣପକ୍ଷ। ଇଂରାଜୀରେ  ତାରିଖ ୧୪ ବୁଧବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି – ୧୧ଶୀ ସନ୍ଧ୍ୟା ୦୫.୫୩ ଗତେ ୧୨ଶୀ। ଘାତଚନ୍ଦ୍ର – ନାସ୍ତି। ଘାତବାର- କର୍କଟ ରାଶିର।

Panchang Today 28th August 2024
Advertisment

ସୈାର ମକର ମାସ ମାଘ କୃଷ୍ଣପକ୍ଷ। ଇଂରାଜୀରେ  ତାରିଖ ୧୪ ବୁଧବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି – ୧୧ଶୀ ସନ୍ଧ୍ୟା ୦୫.୫୩ ଗତେ ୧୨ଶୀ। ଘାତଚନ୍ଦ୍ର – ନାସ୍ତି। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ – ସନ୍ଧ୍ୟା ୦୫.୫୩ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୭ ରୁ ୦୭.୫୫
ଦିବା – ୧୦.୩୩ ରୁ ୧୧.୩୩
ଦିବା – ୦୧.୪୪ ରୁ ୦୪.୩୯
ସନ୍ଧ୍ୟା – ୦୬.୧୫ ରୁ ୧୦.୩୭
ରାତ୍ରି – ୦୨.୦୬ ରୁ ୦୩.୧୧
ନିଶାନ୍ତ - ୦୪.୪୯ ରୁ ୦୬.୨୭
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୫୫ ରୁ ୦୧.୧୭
କାଳବେଳା - ଦିବା ୦୯.୧୧ ରୁ ୧୦.୩୩
ବାରବେଳା- ଦିବା ୧୧.୫୫ ରୁ ୦୧.୧୭
କାଳରାତ୍ରି – ରାତ୍ରି ୦୩.୧୧ ରୁ ୦୪.୪୯

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ