ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୪ ଶନିବାର। ଚନ୍ଦ୍ର – ଧନୁ ରାତ୍ରି ୧୨.୪୧ ଗତେ ମକର। ତିଥି - ୧୨ଶୀ ଦିବା ୦୪.୦୨ ଗତେ ୧୩ଶୀ। ଘାତଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର,ରାତ୍ରି ୧୨.୪୧ ଗତେ ସିଂହ ରାଶିର। ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୪.୦୨ ଗତେ ୧ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୬.୧୬ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ଦିବା – ୧୦.୩୫ ରୁ ୦୧.୦୯
ରାତ୍ରି – ୦୮.୧୩ ରୁ ୧୦.୪୪
ରାତ୍ରି – ୧୨.୨୫ ରୁ ୦୨.୦୬
ରାତ୍ରି – ୦୨.୫୭ ରୁ ୦୪.୩୮
ଅଶୁଭ ସମୟ-
ରାହୁକାଳ - ଦିବା ୦୯.୧୦ ରୁ ୧୦.୩୫
କାଳବେଳା - ପ୍ରାତଃ ୦୬.୧୯ ରୁ ୦୭.୪୫ ଓ ଦିବା ୦୪.୧୬ ରୁ ୦୫.୪୧
ବାରବେଳା- ଦିବା ୦୧.୨୬ ରୁ ୦୨.୫୧
କାଳରାତ୍ରି – ସନ୍ଧ୍ୟା ୦୫.୪୧ ରୁ ୦୭.୧୬ ଓ ରାତ୍ରି ୦୪.୪୪ ରୁ ୦୬.୧୯
Today Panchang 14th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର କୁମ୍ଭ ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୪ ଶନିବାର। ଚନ୍ଦ୍ର – ଧନୁ ରାତ୍ରି ୧୨.୪୧ ଗତେ ମକର। ତିଥି - ୧୨ଶୀ ଦିବା ୦୪.୦୨ ଗତେ ୧୩ଶୀ। ଘାତଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର,
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)