Advertisment
ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୩ ତାରିଖ ସୋମବାର । ଚନ୍ଦ୍ର – ମିଥୁନ ଅହୋରାତ୍ର । ତିଥି – ୭ମୀ ଦିବା ୧୨.୨୪ ଗତେ ୮ମୀ । ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର। ଘାତବାର – ମିଥୁନ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ-ଦିବା ୧୨.୨୪ ପର୍ଯ୍ୟନ୍ତ,ତା’ପରେ ଦିବା ୧୨.୨୮ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ ।
Advertisment
ଶୁଭ ସମୟ
ପ୍ରାତଃ – ୦୫.୪୪ ରୁ ୦୭.୧୧
ଦିବା – ୦୮.୫୦ ରୁ ୧୧.୦୯
ରାତ୍ରି – ୦୭.୪୯ ରୁ ୧୦.୦୦
ରାତ୍ରି – ୦୨.୨୬ ରୁ ୦୩.୧୫
ଅଶୁଭ ସମୟ
ରାହୁକାଳ - ପ୍ରାତଃ ୦୭.୧୧ ରୁ ୦୮.୩୮
କାଳବେଳା - ପ୍ରାତଃ ୦୭.୧୧ ରୁ ୦୮.୩୮
ବାରବେଳା- ଦିବା ୦୨.୨୭ ରୁ ୦୩.୫୪
କାଳରାତ୍ରି – ରାତ୍ରି ୧୦.୦୦ ରୁ ୧୧.୩୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)