ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୩ ମଙ୍ଗଳବାର। ଚନ୍ଦ୍ର- ତୁଳା ସନ୍ଧ୍ୟା ୦୫.୨୧ ଗତେ ବିଛା। ତିଥି – ୧୦ମୀ ଦିବା ୦୩.୧୮ ଗତେ ୧୧ଶୀ। ଘାତଚନ୍ଦ୍ର – ନାସ୍ତି। ଘାତବାର- ମକର ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୨.୦୬ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୭ ରୁ ୦୭.୧୧
ଦିବା – ୦୯.୧୧ ରୁ ୧୧.୩୩
ସନ୍ଧ୍ୟା – ୦୫.୨୨ ରୁ ୦୭.୦୦
ରାତ୍ରି – ୦୮.୩୯ ରୁ ୦୮.୫୨
ରାତ୍ରି – ୦୯.୪୪ ରୁ ୧୨.୨୧
ରାତ୍ରି – ୦୨.୦୬ ରୁ ୦୩.୫୦
ନିଶାନ୍ତ - ୦୪.୪୩ ରୁ ୦୬.୨୭
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୩୯ ରୁ ୦୪.୦୦
କାଳବେଳା - ଦିବା ୦୧.୧୭ ରୁ ୦୨.୩୯
ବାରବେଳା- ପ୍ରାତଃ ୦୭.୪୯ ରୁ ୦୯.୧୧
କାଳରାତ୍ରି – ସନ୍ଧ୍ୟା ୦୭.୦୦ ରୁ ୦୮.୩୯
Today Panchang 13th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୩ ମଙ୍ଗଳବାର। ଚନ୍ଦ୍ର- ତୁଳା ସନ୍ଧ୍ୟା ୦୫.୨୧ ଗତେ ବିଛା। ତିଥି – ୧୦ମୀ ଦିବା ୦୩.୧୮ ଗତେ ୧୧ଶୀ। ଘାତଚନ୍ଦ୍ର – ନାସ୍ତି। ଘାତବାର- ମକର ରାଶିର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)