Advertisment

Today Panchang 13th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୩ ଶୁକ୍ରବାର। ଚନ୍ଦ୍ର – ଧନୁ ଅହୋରାତ୍ର। ତିଥି - ୧୧ଶୀ ଦିବା ୦୨.୨୬ ଗତେ ୧୨ଶୀ। ଘାତଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର ଅହୋରାତ୍ର।

Panchang Today 28th August 2024
Advertisment

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୩ ଶୁକ୍ରବାର। ଚନ୍ଦ୍ର – ଧନୁ ଅହୋରାତ୍ର। ତିଥି - ୧୧ଶୀ ଦିବା ୦୨.୨୬ ଗତେ ୧୨ଶୀ। ଘାତଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର ଅହୋରାତ୍ର। ଘାତବାର – ବିଛା,ଧନୁ ଓ ମୀନ ରାଶିର। ପୁଷ୍କର ଦୋଷ – ଦିବା ୦୨.୨୬ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୦ ରୁ ୦୭.୦୫
ପ୍ରାତଃ – ୦୭.୫୧ ରୁ ୦୯.୧୦
ଦିବା – ୧୨.୨୩ ରୁ ୦୨.୩୯
ଦିବା – ୦୪.୧୦ ରୁ ୦୫.୪୧
ସନ୍ଧ୍ୟା – ୦୭.୨୨ ରୁ ୦୮.୫୧
ରାତ୍ରି – ୦୨.୦୭ ରୁ ୦୪.୩୮
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୩୫ ରୁ ୧୨.୦୦
କାଳବେଳା - ଦିବା ୧୦.୩୫ ରୁ ୧୨.୦୦
ବାରବେଳା- ଦିବା ୦୯.୧୦ ରୁ ୧୦.୩୫
କାଳରାତ୍ରି – ରାତ୍ରି ୦୮.୫୧ ରୁ ୧୦.୨୫

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ