Advertisment

Today Panchang 12th October 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୨ ତାରିଖ ରବିବାର । ଚନ୍ଦ୍ର – ମିଥୁନ ଅହୋରାତ୍ର । ତିଥି – ୬ଷ୍ଠୀ ଦିବା ୦୨.୧୭ ଗତେ ୭ମୀ । ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର ।

undefined
Advertisment

ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୨ ତାରିଖ ରବିବାର । ଚନ୍ଦ୍ର – ମିଥୁନ ଅହୋରାତ୍ର । ତିଥି – ୬ଷ୍ଠୀ ଦିବା ୦୨.୧୭ ଗତେ ୭ମୀ । ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର । ଘାତବାର – ମଷେ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୦୨.୧୭ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।

Advertisment

ଶୁଭ ସମୟ-

ପ୍ରାତଃ – ୦୬.୩୦ ରୁ ୦୮.୫୦
ଦିବା – ୦୧.୦୦ ରୁ ୦୩.୦୨
ଦିବା – ୦୩.୪୯ ରୁ ୦୩.୫୪
ରାତ୍ରି – ୦୭.୫୦ ରୁ ୦୯.୨୯
ରାତ୍ରି – ୧୧.୫୭ ରୁ ୦୧.୦୫
ରାତ୍ରି – ୦୨.୩୮ ରୁ ୦୫.୪୪

ଅଶୁଭ ସମୟ -

ରାହୁକାଳ - ଦିବା ୦୩.୫୪ ରୁ ୦୫.୨୨
କାଳବେଳା - ଦିବା ୧୧.୩୩ ରୁ ୦୧.୦୦
ବାରବେଳା- ଦିବା ୧୦.୦୫ ରୁ ୧୧.୩୩
କାଳରାତ୍ରି – ରାତ୍ରି ୦୧.୦୫ ରୁ ୦୨.୩୮

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ