Panchang Photograph: (OTV)
ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୨ ବୁଧବାର। ଚନ୍ଦ୍ର- କର୍କଟ ସନ୍ଧ୍ୟା ୦୬.୩୫ ଗତେ ସିଂହ। ତିଥି - ୮ମୀ ରାତ୍ରି ୧୦.୫୮ ଗତେ ୯ମୀ। ଘାତଚନ୍ଦ୍ର – ସନ୍ଧ୍ୟା ୦୬.୩୫ ଗତେ କର୍କଟ ଓ ମକର ରାଶିର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ - ନାସ୍ତି
ଶୁଭ ସମୟ-
ପ୍ରାତଃ – ୦୫.୫୭ ରୁ ୦୮.୧୦
ଦିବା – ୧୦.୨୪ ରୁ ୧୧.୩୦
ଦିବା – ୦୧.୨୧ ରୁ ୦୩.୩୫
ସନ୍ଧ୍ୟା – ୦୫.୫୫ ରୁ ୦୬.୪୭
ରାତ୍ରି – ୦୮.୩୦ ରୁ ୦୨.୪୪
ରାତ୍ରି – ୦୪.୨୧ ରୁ ୦୫.୫୭
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୩୦ ରୁ ୧୨.୫୪
କାଳବେଳା- ଦିବା ୦୮.୪୩ ରୁ ୧୦.୦୭
ବାରବେଳା- ଦିବା ୧୧.୩୦ ରୁ ୧୨.୫୪
କାଳରାତ୍ରି – ରାତ୍ରି ୦୨.୪୪ ରୁ ୦୪.୨୧
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)