Advertisment
ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୨ ସୋମବାର। ଚନ୍ଦ୍ର- ତୁଳା ଅହୋରାତ୍ର। ତିଥି – ୯ମୀ ଦିବା ୧୨.୪୩ ଗତେ ୧୦ମୀ। ଘାତଚନ୍ଦ୍ର – ନାସ୍ତି
ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ – ରାତ୍ରି ୦୯.୦୫ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୭ ରୁ ୦୭.୪୯
ଦିବା – ୦୯.୨୨ ରୁ ୧୧.୩୩
ରାତ୍ରି – ୦୭.୫୯ ରୁ ୧୦.୧୬
ରାତ୍ରି – ୦୨.୫୮ ରୁ ୦୩.୫୦
ଅଶୁଭ ସମୟ-
ରାହୁକାଳ- ପ୍ରାତଃ ୦୭.୪୯ ରୁ ୦୯.୧୧
କାଳବେଳା - ପ୍ରାତଃ ୦୭.୪୯ ରୁ ୦୯.୧୧
ବାରବେଳା- ଦିବା ୦୨.୩୮ ରୁ ୦୪.୦୦
କାଳରାତ୍ରି – ରାତ୍ରି ୧୦.୧୬ ରୁ ୧୧.୫୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)