Advertisment

Today Panchang 12th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୨ ଶୁକ୍ରବାର । ଚନ୍ଦ୍ର- ସିଂହ ଦିବା ୧୦.୨୧ ଗତେ କନ୍ୟା । ତିଥି – ୮ମୀ ଦିବା ୦୨.୫୭ ଗତେ ୯ମୀ । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର , ଦିବା ୧୦.୨୧ ଗତେ ବୃଷ ରାଶିର ।

Panchang

Panchang Photograph: (OTV)

Advertisment

ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୧୨ ଶୁକ୍ରବାର । ଚନ୍ଦ୍ର- ସିଂହ ଦିବା ୧୦.୨୧ ଗତେ କନ୍ୟା । ତିଥି – ୮ମୀ ଦିବା ୦୨.୫୭ ଗତେ ୯ମୀ । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର , ଦିବା ୧୦.୨୧ ଗତେ ବୃଷ ରାଶିର । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ନିଶାନ୍ତ ୦୫.୫୦ ପର୍ଯ୍ୟନ୍ତ । 

Advertisment

ଶୁଭ ସମୟ

ପ୍ରାତଃ – ୦୬.୧୫ ରୁ ୦୬.୫୮
ପ୍ରାତଃ – ୦୭.୪୨ ରୁ ୦୮.୫୭
ଦିବା – ୧୨.୦୧ ରୁ ୦୨.୫୫
ଦିବା – ୦୩.୩୮ ରୁ ୦୫.୦୫
ସନ୍ଧ୍ୟା – ୦୫.୫୭ ରୁ ୦୮.୨୨
ରାତ୍ରି – ୧୨.୦୬ ରୁ ୦୧.୫୨
ରାତ୍ରି – ୦୨.୪୫ ରୁ ୦୪.୩୦

ଅଶୁଭ ସମୟ

ରାହୁକାଳ- ଦିବା ୧୦.୧୯ ରୁ ୧୧.୪୦
କାଳବେଳା - ଦିବା ୧୦.୧୯ ରୁ ୧୧.୪୦
ବାରବେଳା- ଦିବା ୦୮.୫୭ ରୁ ୧୦.୧୯
କାଳରାତ୍ରି – ରାତ୍ରି ୦୮.୨୨ ରୁ ୧୦.୦୧

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ