ସୈାର କନ୍ୟା ମାସ କାର୍ତ୍ତିକ କୃଷ୍ଣପକ୍ଷ। ଇଂରାଜୀ ୧୧ ତାରିଖ ଶନିବାର । ଚନ୍ଦ୍ର – ବୃଷ ରାତ୍ରି ୦୨.୨୫ ଗତେ ମିଥୁନ । ତିଥି – ୫ମୀ ଦିବା ୦୪.୪୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ବିଛା ରାଶିର , ରାତ୍ରି ୦୨.୨୫ ଗତେ କନ୍ୟା ରାଶିର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୭.୧୬ ରୁ ୦୮.୩୮
ଦିବା – ୧୧.୫୬ ରୁ ୦୧.୦୦
ଦିବା – ୦୨.୨୮ ରୁ ୦୩.୦୩
ଦିବା – ୦୩.୪୯ ରୁ ୦୩.୫୫
ରାତ୍ରି – ୦୨.୨୬ ରୁ ୦୩.୧୫
ଅଶୁଭ ସମୟ -
ରାହୁକାଳ - ଦିବା ୦୮.୩୮ ରୁ ୦୩.୦୫
କାଳବେଳା – ପ୍ରାତଃ ୦୫.୪୩ ରୁ ୦୭.୧୧ ଓ ଦିବା ୦୩.୫୫ ରୁ ୦୫.୨୨
ବାରବେଳା- ଦିବା ୦୧.୦୦ ରୁ ୦୨.୦୮
କାଳରାତ୍ରି – ସନ୍ଧ୍ୟା ୦୫.୨୨ ରୁ ୦୬.୫୫ ଓ ରାତ୍ରି ୦୪.୧୧ ରୁ ୦୫.୪୩
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)