Panchang Photograph: (OTV)
ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୧ ମଙ୍ଗଳବାର। ଚନ୍ଦ୍ର- କର୍କଟ ଅହୋରାତ୍ର। ତିଥି - ୭ମୀ ରାତ୍ରି ୧୧.୦୯ ଗତେ ୮ମୀ। ଘାତଚନ୍ଦ୍ର – ନାସ୍ତି। ଘାତବାର- ମକର ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୧୧.୦୯ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୫.୫୬ ରୁ ୦୬.୪୧
ଦିବା – ୦୮.୪୩ ରୁ ୧୧.୦୮
ସନ୍ଧ୍ୟା – ୦୫.୦୪ ରୁ ୦୬.୪୧
ରାତ୍ରି – ୦୮.୧୭ ରୁ ୦୮.୩୦
ରାତ୍ରି – ୦୯.୨୨ ରୁ ୧୧.୫୬
ରାତ୍ରି – ୦୧.୩୯ ରୁ ୦୩.୨୨
ରାତ୍ରି – ୦୪.୧୪ ରୁ ୦୫.୫୭
ଅଶୁଭ ସମୟ-
ରାହୁକାଳ- ଦିବା ୦୨.୧୭ ରୁ ୦୩.୪୧
କାଳବେଳା- ଦିବା ୧୨.୫୪ ରୁ ୦୨.୧୭
ବାରବେଳା- ପ୍ରାତଃ ୦୭.୨୦ ରୁ ୦୮.୪୩
କାଳରାତ୍ରି – ସନ୍ଧ୍ୟା ୦୬.୪୧ ରୁ ୦୮.୧୭
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/31/panchang-2025-10-31-07-59-57.jpg)