Panchang Photograph: (OTV)
ଆଜିର ପଞ୍ଚାଙ୍ଗ ଡିସେମ୍ୱର ୧୧ ତାରିଖ ଗୁରୁବାର
ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୧ ଗୁରୁବାର ।
ଚନ୍ଦ୍ର- ସିଂହ ଅହୋରାତ୍ର
ତିଥି – ୭ମୀ ଦିବା ୦୧.୫୮ ଗତେ ୮ମୀ
ଘାତଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର
ଘାତବାର- ତୁଳା ଓ କୁମ୍ଭ ରାଶିର
ପୁଷ୍କର ଦୋଷ – ୧ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ଦିବା ୦୧.୫୭ ପର୍ଯ୍ୟନ୍ତ , ତା’ପରେ ରାତ୍ରି ୦୩.୫୬ ଗତେ ୧ପାଦ- କୁଟୁମ୍ବହାନି- ତିଳକାଞ୍ଚନ ଦାନ
ଶୁଭ ସମୟ-
ପ୍ରାତଃ – ୦୬.୧୪ ରୁ ୦୭.୪୧
ସନ୍ଧ୍ୟା – ୦୫.୫୭ ରୁ ୦୯.୨୮
ରାତ୍ରି – ୦୧.୧୯ ରୁ ୦୩.୩୭
ନିଶାନ୍ତ - ୦୪.୩୦ ରୁ ୦୬.୧୫
ଅଶୁଭ ସମୟ-
ରାହୁକାଳ- ଦିବା ୦୧.୦୧ ରୁ ୦୨.୨୨
କାଳବେଳା - ଦିବା ୦୨.୨୨ ରୁ ୦୩.୪୩
ବାରବେଳା- ଦିବା ୦୩.୪୩ ରୁ ୦୫.୦୪
କାଳରାତ୍ରି – ରାତ୍ରି ୧୧.୪୦ ରୁ ୦୧.୧୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/11/panchang-2025-12-11-08-18-30.jpg)