Advertisment

Today Panchang 10th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ। ଇଂରାଜୀ ୧୦ତାରିଖ ଶନିବାର। ଚନ୍ଦ୍ର  -   କନ୍ୟା  ନିଶାନ୍ତ ୦୪.୫୨ ଗତେ ତୁଳା। ତିଥି –  ୭ମୀ ଦିବା ୦୮.୨୪ ଗତେ ୮ମୀ। ଘାତଚନ୍ଦ୍ର –   ବୃଷ ରାଶିର ନିଶାନ୍ତ ୦୪.୫୨ପର୍ଯ୍ୟନ୍ତ।

Panchang Today 28th August 2024
Advertisment

ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ। ଇଂରାଜୀ ୧୦ତାରିଖ ଶନିବାର। ଚନ୍ଦ୍ର  -   କନ୍ୟା  ନିଶାନ୍ତ ୦୪.୫୨ ଗତେ ତୁଳା। ତିଥି –  ୭ମୀ ଦିବା ୦୮.୨୪ ଗତେ ୮ମୀ। ଘାତଚନ୍ଦ୍ର –   ବୃଷ ରାଶିର ନିଶାନ୍ତ ୦୪.୫୨ପର୍ଯ୍ୟନ୍ତ। ଘାତବାର –  ବୃଷ , ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ  - ୨ ପାଦ - କୃଷି ଓ ପଶୁହାନି – ଭୂମି ଓ  ଅନ୍ନଦାନ ଦିବା ୦୮.୨୪ ଗତେ ୧ ପାଦ - କୃଷିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୭.୫୪ ରୁ ୦୯.୧୦
ଦିବା -  ୧୨.୧୫ ରୁ ୦୧.୧୫
ଦିବା – ୦୨.୩୭ ରୁ ୦୩.୧୦
ଦିବା – ୦୩.୫୩ ରୁ ୦୩.୫୯
ରାତ୍ରି – ୦୨.୫୭ ରୁ ୦୩.୫୦
ଅଶୁଭ ସମୟ - 
ରାହୁକାଳ – ଦିବା ୦୯.୧୦ ରୁ ୧୦.୩୨
କାଳବେଳା –ପ୍ରାତଃ ୦୬.୨୭ରୁ ୦୭.୪୯ ଓ ଦିବା ୦୩.୫୯ ରୁ ୦୫.୨୦
ବାରବେଳା – ଦିବା ୦୧.୧୫ ରୁ ୦୨.୩୭
କାଳରାତ୍ରି  - ସନ୍ଧ୍ୟା ୦୫.୨୦. ରୁ ୦୬.୫୯ ଓ ନିଶାନ୍ତ ୦୪.୪୯ ରୁ ୦୬.୨୭

Advertisment
Panchang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ