ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୦ ମଙ୍ଗଳବାର। ଚନ୍ଦ୍ର – ବିଛା ଅହୋରାତ୍ର। ତିଥି – ୮ମୀ ପ୍ରାତଃ ୦୭.୨୭ ଗତେ ୯ମୀ। ଘାତଚନ୍ଦ୍ର – ନାସ୍ତି। ଘାତବାର – ମକର ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୭.୫୫ ଗତେ ୧ପାଦ-କୃଷିହାନି-ଭୂମିଦାନ।
ଶୁଭ ସମୟ-
ଦିବା – ୦୯.୧୧ ରୁ ୧୦.୫୩
ଦିବା – ୦୧.୦୮ ରୁ ୦୧.୨୫
ଦିବା – ୦୪.୧୫ ରୁ ୦୪.୫୪
ସନ୍ଧ୍ୟା – ୦୫.୩୯ ରୁ ୦୬.୩୦
ରାତ୍ରି – ୦୯.୦୨ ରୁ ୧୧.୩୫
ରାତ୍ରି – ୦୨.୦୭ ରୁ ୦୩.୪୯
ଅଶୁଭ ସମୟ-
ରାହୁକାଳ - ଦିବା ୦୨.୫୦ ରୁ ୦୪.୧୫
କାଳବେଳା - ଦିବା ୦୧.୨୫ ରୁ ୦୨.୫୦
ବାରବେଳା- ପ୍ରାତଃ ୦୭.୪୬ ରୁ ୦୯.୧୧
କାଳରାତ୍ରି – ସନ୍ଧ୍ୟା ୦୭.୧୫ ରୁ ୦୮.୫୦
Today Panchang 10th February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୦ ମଙ୍ଗଳବାର। ଚନ୍ଦ୍ର – ବିଛା ଅହୋରାତ୍ର। ତିଥି – ୮ମୀ ପ୍ରାତଃ ୦୭.୨୭ ଗତେ ୯ମୀ। ଘାତଚନ୍ଦ୍ର – ନାସ୍ତି। ଘାତବାର – ମକର ରାଶିର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)