Advertisment
ସୈାର ବିଛା ମାସ ପୌଷ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୧୦ ବୁଧବାର। ଚନ୍ଦ୍ର- ସିଂହ ଅହୋରାତ୍ର। ତିଥି – ୬ଷ୍ଠୀ ଦିବା ୦୧.୪୬ ଗତେ ୭ମୀ। ଘାତଚନ୍ଦ୍ର – କର୍କଟ ଓ ମକର ରାଶିର ଅହୋରାତ୍ର। ଘାତବାର- କର୍କଟ ରାଶିର। ପୁଷ୍କର ଦୋଷ – ଦିବା ୦୧.୪୬ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ।
ଶୁଭ ସମୟ-
ପ୍ରାତଃ – ୦୬.୧୪ ରୁ ୦୮.୨୪
ଦିବା – ୧୦.୩୪ ରୁ ୧୧.୩୯
ଦିବା – ୦୧.୨୭ ରୁ ୦୩.୩୭
ସନ୍ଧ୍ୟା – ୦୫.୫୭ ରୁ ୦୬.୪୯
ରାତ୍ରି - ୦୮.୩୪ ରୁ ୦୨.୫୭
ନିଶାନ୍ତ - ୦୪.୩୬ ରୁ ୦୬.୧୪
ଅଶୁଭ ସମୟ-
ରାହୁକାଳ- ଦିବା ୧୧.୩୯ ରୁ ୦୧.୦୦
କାଳବେଳା - ଦିବା ୦୮.୫୬ ରୁ ୧୦.୧୮
ବାରବେଳା- ଦିବା ୧୧.୩୯ ରୁ ୦୧.୦୦
କାଳରାତ୍ରି – ରାତ୍ରି ୦୨.୫୭ ରୁ ୦୪.୩୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)