Advertisment

Road Accident Horror: ମହିଳାଙ୍କ ଉପରେ ଚଢ଼ିଗଲା ବସ୍, ଗୁରୁତର ମହିଳା ପୁରୀ ମେଡିକାଲରେ ଭର୍ତ୍ତି

ମହିଳାଙ୍କ ଗୋଡ ଉପରେ ଚଢ଼ିଗଲା ବସ୍। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରତିବାଦରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ପୋଲିସ ପହଞ୍ଚି ବୁଝାସୁଝା କରିଛି ।

Accident

Accident Photograph: (OTV)

Advertisment

ପୁରୀ ନବକଳେବର ରୋଡରେ ଦୁର୍ଘଟଣା। ମହିଳାଙ୍କ ଗୋଡ ଉପରେ ଚଢ଼ିଗଲା ବସ୍। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରତିବାଦରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ।

Advertisment

ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଛି । ସୂଚନା ଅନୁଯାୟୀ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବସ୍ କୁ କ୍ରୁଟ୍ ଚଳାଉଛି। ଶ୍ରୀମନ୍ଦିରଠାରୁ ମାଳତୀପାଟପୁର ବସଷ୍ଟାଣ୍ଡକୁ ଯାଉଥିବା ବେଳେ ମହିଳାଙ୍କୁ ବସ୍ ଧକ୍କା ଦେଇଛି। ସ୍ଥାନୀୟ ବାସିନ୍ଦା ଓ୍ୱାନ ଓ୍ୱେ ଦାବି କରି ନବକଳେବର ରୋଡରେ ବସ ଅଟକାଇ ଆନ୍ଦୋଳନ କରିଛନ୍ତି। 

  ପୁରୀ ନବକଳେବର ରୋଡରେ ମହିଳାଙ୍କ ଉପରେ ଚଢ଼ିଗଲା ବସ୍ 

ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସର ବୁଝାସୁଝା

Advertisment
Puri Bus Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ