Advertisment

Truck Crashes Into House: ମାଡ଼ି ଆସିଲା ମୃତ୍ୟୁ, ଘରେ ପଶିଗଲା ଟ୍ରକ୍

ମାଡ଼ି ଆସିଲା ମୃତ୍ୟୁ। ଅଚାନକ୍ ହେଲା ଅଘଟଣ। ଘର ଭିତରେ ପଶିଲା ଟ୍ରକ୍। ଚାପି ଦେଲା, ଜୀବନ ନେଇଗଲା। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି। ପୋଲିସ ପହଞ୍ଚି ତଦନ୍ତ କରୁଛି।

Accident

Accident Photograph: (OTV)

Advertisment

ଘରେ ପଶିଗଲା ଟ୍ରକ। ଶୋଇଥିବା ସମୟରେ ଜଣଙ୍କର ମୃତ୍ୟୁ | ଢେଙ୍କାନାଳ ଗନ୍ଦିଆ ଥାନା କରମୂଳ ହାତିବାରୀ ଗାଁରେ ଘଟିଛି ଅଘଟଣ। ସୂଚନା ଅନୁଯାୟୀ ଗୋଟେ ଅଠର ଚକିଆ ଟ୍ରକ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକଟରକୁ ଧକ୍କା ଦେବା ପରେ ନିକଟସ୍ଥ ଏକ ଘରେ ପଶି ଯାଇଥିଲା। ଘରର କାନ୍ଥ ଭାଙ୍ଗି ପଶିଯିବାରୁ ଘରେ ଶୋଇଥିବା ଅବସ୍ଥାରେ ଅସ୍ଥିର ତରାଇଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ