WB STAMPED Photograph: (OTV)
ପଶ୍ଚିମବଙ୍ଗ ବର୍ଦ୍ଧମାନ ରେଳ ଷ୍ଟେସନରେ ଅଘଟଣ । ଦଳାଚକଟାରେ ୭ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ଗତକାଲି ରବିବାର ଥିବାରୁ ହଠାତ୍ ଲୋକଙ୍କ ଭିଡ଼ ବଢିଯାଇଥିଲା । ପ୍ରବଳ ଭିଡ଼ ଭିତରେ ଦୌଡ଼ାଦୌଡ଼ି ପରିସ୍ଥିତି ଉପୁଜିଥିଲା । ଗୋଟିଏ ସମୟରେ ୩ଟି ଟ୍ରେନ୍ ଆସିବାରୁ ୪,୬ ଏବଂ ୭ ନମ୍ବର ପ୍ଲାଟଫର୍ମରେ ହଠାତ୍ ଲୋକଙ୍କ ମଧ୍ୟରେ ରେସ୍ ପରିସ୍ଥିତି ଉପୁଜିଥିଲା । ଏମିତିକି ଜଣେ ମହିଳା ଯାତ୍ରୀ ଫୁଟ୍ ଓଭରବ୍ରିଜ୍ ଉପରୁ ଖସିପଡ଼ିଥିଲେ । ଦଳାଚକଟାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ଷ୍ଟେସନରେ ଦଳାଚକଟା, ୭ ଆହତ
ପଶ୍ଚିମବଙ୍ଗ ବର୍ଦ୍ଧମାନ ରେଳ ଷ୍ଟେସନରେ ଅଘଟଣ
ଦଳାଚକଟାରେ ୭ ଯାତ୍ରୀ ଗୁରୁତର ହୋଇଥିବା ସୂଚନା
ଗତକାଲି ରବିବାର ଥିବାରୁ ଲୋକଙ୍କ ଭିଡ଼ ପ୍ରବଳ ଥିଲା
ପ୍ରବଳ ଭିଡ଼ ଭିତରେ ଦୌଡ଼ାଦୌଡ଼ି ପରିସ୍ଥିତି ଉପୁଜିଥିଲା
ଗୋଟିଏ ସମୟରେ ୩ଟି ଟ୍ରେନ୍ ଆସିବାରୁ ଭିଡ଼ ବଢିଥିଲା
ଜଣେ ମହିଳା ଯାତ୍ରୀ ଫୁଟ୍ ଓଭରବ୍ରିଜ୍ ଉପରୁ ଖସିପଡ଼ିଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/13/wb-stamped-2025-10-13-08-34-31.jpg)