Fire Breaks Out Photograph: (OTV)
ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସ୍ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ। ଟ୍ରେନରେ ନିଆଁ ଲାଗି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଏଲାମାଞ୍ଚିଲି ଷ୍ଟେସନରେ ଘଟିଛି ଅଘଟଣ । ଦୁଇଟି କୋଚ୍ M1 ଏବଂ B2ରେ ନିଆଁ ଲାଗି କ୍ଷତିଗ୍ରସ୍ତ ହୋଇଛି।
ଅଗ୍ନିକାଣ୍ଡ ସମୟରେ ଗୋଟିଏ ବଗିରେ ୮୨ ଜଣ ଏବଂ ଅନ୍ୟ ଏକ ବଗିରେ ୭୬ ଜଣ ଯାତ୍ରୀ ଥିଲେ। ଏକ୍ସପ୍ରେସ୍ ଟ୍ରେନଟି ଝାଡଖଣ୍ଡର ଷ୍ଟିଲ ନଗରୀ ଟାଟାରୁ କେରଳର ଏର୍ଣ୍ଣାକୁଲମକୁ ଯାଉଥିଲା ।
• ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସ୍ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ
• ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗି ଜଣେ ଯାତ୍ରୀଙ୍କ ମୃତ୍ୟୁ
• ଝାଡଖଣ୍ଡରୁ କେରଳ ଯାଉଥିଲା ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସ୍ ଟ୍ରେନ
• ଦୁଇଟି ବଗି M1 ଏବଂ B2ରେ ନିଆଁ ଲାଗି କ୍ଷତିଗ୍ରସ୍ତ
• ଅଗ୍ନିକାଣ୍ଡ ସମୟରେ ଦୁଇଟି ବଗିରେ ଥିଲେ ୧୫୮ ଜଣ ଯାତ୍ରୀ
• ବିଳମ୍ବିତ ରାତିରେ ଆନ୍ଧ୍ରପ୍ରଦେଶର ଏଲାମାଞ୍ଚିଲି ଷ୍ଟେସନରେ ଅଘଟଣ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/29/fire-breaks-out-2025-12-29-10-11-30.jpg)