Advertisment

Hit-and-Run Horror: ଅଜା, ନାତି ସହ ନବ ବିବାହିତ ଜ୍ବାଇଁ ଓ ସମ୍ପର୍କୀୟ ଦୁର୍ଘଟଣାରେ ମୃତ; ଧକ୍କା ଦେଇ ଅଜଣା ଗାଡ଼ି ଚମ୍ପଟ୍

ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ଗଲା ୬ ଜୀବନ। କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଜା- ନାତି ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ନବ ବିବାହିତ ଜ୍ବାଇଁ ଓ ସମ୍ପର୍କୀୟ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।

Accident

Accident Photograph: (OTV)

Advertisment

ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ଗଲା ୬ ଜୀବନ। କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଜା- ନାତି ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ନବ ବିବାହିତ ଜ୍ବାଇଁ ଓ ସମ୍ପର୍କୀୟ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ତୁରେକେଲା ଥାନା ପଣ୍ଡରେନ୍ ପାଖରେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକ ରେ ଆସୁଥିଲାବେଳେ ବେଳେ ତାଙ୍କୁ ଧକ୍କା ଦେଇ ଅଜଣା ଗାଡ଼ି ଚମ୍ପଟ୍ ମାରିଛି।

Advertisment

ସେପଟେ କୋରାପୁଟରେ ୨ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କୁ ମୃତ୍ୟୁ ଘଟିଛି ଓ  ୫ ଜଣ ଗୁରୁତର ହୋଇଛନ୍ତି। ସୁଙ୍କି ଥାନା ଆମ୍ପାବଲି ଗାଁର ପେଟୁରୁ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୫ ଗୁରୁତରଙ୍କ ମଧ୍ୟରୁ ୨ ଜଣଙ୍କୁ କୋରାପୁଟ ଓ ୩ ଜଣଙ୍କୁ ପଟ୍ଟାଙ୍ଗି ସ୍ଥାନାନ୍ତର କରାଯାଇଛି।...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଜା, ନାତି ସମେତ ୪ ମୃତ

ଅଜା, ନାତି ସହ ନବ ବିବାହିତ ଜ୍ବାଇଁ ଓ ସମ୍ପର୍କୀୟ ଦୁର୍ଘଟଣାରେ ମୃତ
ତୁରେକେଲା ଥାନା ପଣ୍ଡରେନ୍ ପାଖରେ ଦୁର୍ଘଟଣା
ବାଇକ୍ ରେ ୪ ଜଣ ଆସିଲା ବେଳେ ଧକ୍କା ଦେଇ ଅଜଣା ଗାଡ଼ି ଚମ୍ପଟ୍ 

Advertisment

କୋରାପୁଟ ଆମ୍ପାବଲି ଦୁର୍ଘଟଣାରେ ୨ ମୃତ, ୫ ଗୁରୁତର 
ଗୋଟିଏ ବାଇକ୍ ରେ ୩ ଓ ଅନ୍ୟ ବାଇକ୍ ରେ ୪ ଜଣ ଯାଉଥିଲେ
୫ ଗୁରୁତରଙ୍କ ମଧ୍ୟରୁ ୨ ଜଣ କୋରାପୁଟ ଓ ୩ ଜଣ ପଟ୍ଟାଙ୍ଗି ସ୍ଥାନାନ୍ତର

Death Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ