Makar Sankranti Photograph: (OTV)
ରାୟଗଡ଼ାରେ ଭୋଗି ପୋଡ଼ି ଉତ୍ସବ ପାଳନ ବେଳେ ବଡ଼ ଅଘଟଣ । ବାଣ ଫୁଟାଇବା ବେଳେ ବିସ୍ଫୋରଣରେ ୪ ଗୁରୁତର। ମକର ପୂର୍ବରୁ 'ଭୋଗି' ବେଳେ ରାୟଗଡ଼ା ସହର କାମ୍ପ ସାହିରେ ଘଟିଛି ଅଘଟଣ । ୪ ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ଭୋଗି ଉତ୍ସବ ପାଳନ କରାଯାଉଥିଲା । ଏହି ସମୟରେ ନିଆଁରେ ଏକାବେଳେ ବିପୁଳ ବାଣ ପକାଇବା ଫଳରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା । ଆହତଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି ।
ଭୋଗି ପୋଡ଼ି ଉତ୍ସବ ପାଳନ ବେଳେ ଅଘଟଣ
ବାଣ ଫୁଟାଇବା ବେଳେ ବିସ୍ଫୋରଣରେ ୪ ଗୁରୁତର
ରାୟଗଡ଼ା ସହର କାମ୍ପ ସାହିରେ ଅଘଟଣ
୪ ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର
ନିଆଁରେ ଏକାବେଳେ ବିପୁଳ ବାଣ ପକାଇବାରୁ ବିସ୍ଫୋରଣ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/14/makar-sankranti-2026-01-14-09-52-07.jpg)