ACCIDENT Photograph: (OTV)
କୁହୁଡ଼ି ଯୋଗୁଁ ବିହାରରେ ମର୍ମନ୍ତୁଦ ଦୁର୍ଘଟଣା । ଜାତୀୟ ରାଜପଥରେ ଏକାଧିକ ଗାଡି ମଧ୍ୟରେ ଧକ୍କା ଯୋଗୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୪ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବଖତିୟାରପୁର-ମୋକାମା ଏନଏଚରେ ହୋଇଛି ଦୁର୍ଘଟଣା।
ଠିଆ ହୋଇଥିବା କଣ୍ଟେନରକୁ ଧକ୍କା ଦେଲା କାର୍। ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ରାସ୍ତା ଜାମ୍ ହୋଇରହିଛି। କ୍ରେନ୍ ସହାୟତାରେ ଦୁର୍ଘଟଣାଗ୍ରସ୍ତ କାରକୁ ପୋଲିସ ରାସ୍ତାରୁ ହଟାଇଛି । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ପୋଲିସର ତଦନ୍ତ ଜାରି ରହିଛି ।
ଏନଏଚରେ ଏକାଧିକ ଗାଡ଼ି ମଧ୍ୟରେ ଧକ୍କା
ଘଟଣାସ୍ଥଳରେ ୨ ମୃତ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
ବଖତିୟାରପୁର-ମୋକାମା ଏନଏଚରେ ଦୁର୍ଘଟଣା
ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ରାସ୍ତା ଜାମ୍
ଠିଆ ହୋଇଥିବା କଣ୍ଟେନରକୁ ଧକ୍କା ଦେଲା କାର୍
ମୃତକଙ୍କ ପରିଚୟ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/11/accident-2026-01-11-08-55-56.jpg)