Advertisment

Train Derailed: ବଡ଼ ଦୁର୍ଘଟଣା; ଯାତ୍ରୀବାହୀ ଟ୍ରେନ୍‌ର ଏକାଧିକ ବଗି ଲାଇନଚ୍ୟୁତ

ଯାଜପୁରରେ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି। ଚେନ୍ନାଇ-ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଜଖପୁରାରେ ଷ୍ଟେସନ ନିକଟରେ ଟ୍ରାକରୁ ଖସି ଯାଇଛି ଟ୍ରେନର ୩ଟି ବଗି।

Train Derailment

Train Derailment Photograph: (OTV)

Advertisment

ଯାଜପୁରରେ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି। ଚେନ୍ନାଇ-ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି।  ଜଖପୁରାରେ ଷ୍ଟେସନ ନିକଟରେ ଟ୍ରାକରୁ ଖସି ଯାଇଛି ଟ୍ରେନର ୩ଟି ବଗି। ତେବେ ଅଳ୍ପକେ ବର୍ତ୍ତିଯାଇଛି ବଡ଼ ଅଘଟଣ। ଆରମ୍ଭରୁ ଦୁଇଟି ବଗି ଛାଡ଼ି ୩ଟି ବଗି ଖସିଛି। 

Advertisment

ଟ୍ରେନର ଇଂଜିନ ଓ ଲଗେଜ୍ ଭ୍ୟାନ୍ ଛାଡ଼ି ଅନ୍ୟ ୩ ବଗି ଖସିଛି। ଉଦ୍ଧାର ଲାଗି ସ୍ପଟକୁ ଯାଇଛନ୍ତି ରେସକ୍ୟୁ ଟିମ୍। ଭଦ୍ରକରୁ ଗଲା ଗୋଟିଏ ରେସକ୍ୟୁ ଟିମ୍। ରେଳବାଇ ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହେବାର କୌଣସି ରିପୋର୍ଟ ନାହିଁ।

ଲାଇନଚ୍ୟୁତର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ଏବଂ ଅଧିକ ବିବରଣୀ ଅପେକ୍ଷା କରାଯାଇଛି।

Advertisment
Train Derailed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ