Major Accident Photograph: (OTV)
Advertisment
ଭୁବନେଶ୍ୱର ବଡଗଡ଼ରେ ବଡ଼ ଦୁର୍ଘଟଣା। ବ୍ୟାଟେରୀ ଅଟୋକୁ ଧକ୍କା ଦେଲା ଟ୍ରାଭେଲର। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ମେଡ଼ିକାଲ ଭର୍ତ୍ତି କରାଯାଇଛି। ଟ୍ରାଭେଲର ଡ୍ରାଇଭର ଥାନାରେ ଅଟକ ରଖାଯାଇଛି।
Advertisment
ବଡଗଡ଼ ବ୍ରିଟ କୋଲନୀ ମୁଖ୍ୟ ରାସ୍ତାରେ ଦ୍ରୁତ ଗତିରେ ଆସି ଆଟୋକୁ ପିଟିଥିଲା ଟ୍ରାଭେଲର। ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଉଥିବା ସ୍ଥାନୀୟ ଲୋକ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ବଡଗଡ଼ ଥାନା ପୋଲିସ ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/14/major-accident-2026-02-14-11-16-40.jpg)