Advertisment

Car Hits Auto, Crashes into House: ଅଟୋକୁ ଧକ୍କା ଦେଇ ଘରକୁ ପଶିଗଲା କାର୍, ୪ ଗୁରୁତର

ଏକ କାର ଦ୍ରୁତ ଗତିରେ ଆସି ଏକ ପାଇପ ବୋଝେଇ ଅଟୋ ସହ ଧକ୍କା ହୋଇ ଘର ଭିତରେ ପଶି ଯାଇଥିଲା । କାର ଚାଳକ ସମେତ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

Accident

Accident Photograph: (OTV)

Advertisment

ଅଟୋକୁ ଧକ୍କା ଦେଇ ଘରକୁ ପଶିଗଲା କାର୍, ୪ ଗୁରୁତର। ଏଭଳି ଦୁର୍ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା କୁଆଁରିଆ ଛକ ନିକଟରେ । ଏକ କାର ଦ୍ରୁତ ଗତିରେ ଆସି ଏକ ପାଇପ ବୋଝେଇ ଅଟୋ ସହ ଧକ୍କା ହୋଇ କାରଟି ବଂଶୀଧର ପ୍ରଧାନଙ୍କ ଘର ଭିତରେ ପଶି ଯାଇଥିଲା । 

Advertisment

ଦୁର୍ଘଟଣାରେ ବଂଶୀଧରଙ୍କ ଘରଭାଙ୍ଗି ଯାଇଛି । କାର ଚାଳକ ସମେତ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଅଟୋ-କାର୍ ମୁହାଁମୁହିଁ, ୪ ଗୁରୁତର
ଅଟୋକୁ ଧକ୍କା ଦେଇ ଘରକୁ ପଶିଗଲା କାର୍, ୪ ଗୁରୁତର
ଦଶପଲ୍ଲା କୁଆଁରିଆ ଛକ ନିକଟରେ ଅଟୋ-କାର୍ ମୁହାଁମୁହିଁ ଧକ୍କା
୪ ଗୁରୁତର ଦଶପଲ୍ଲାରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

Advertisment
Nayagarh Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ