Bike Falls 25 Feet Photograph: (OTV)
ଭାରସାମ୍ୟ ହରାଇ ପୋଲରୁ ୨୫ ଫୁଟ ତଳକୁ ଖସିଲା ବାଇକ୍। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୃତ୍ୟୁ, ଅନ୍ୟ ଜଣେ ବାଇକ୍ ଆରୋହୀ ଆହତ l ଗଜପତି ଆର.ଉଦୟଗିରି ଥାନା ମହେନ୍ଦ୍ରଗଡ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା l ମୃତକ ରଣ୍ଡିବା ପଂଚାୟତ ଲାଲ୍ ସାହିର କୁରେଶୁ ଦଳାଇ l
ଦୁଇ ଜଣ ବାଇକରେ ମହେନ୍ଦ୍ରଗଡ ଠାରୁ ରଣ୍ଡିବା ଅଭିମୁଖେ ଯାଉଥିବା ବେଳେ ମହେନ୍ଦ୍ରଗଡ଼ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲେ l ଖବର ପାଇ ଆର୍.ଉଦୟଗିରି ଅଗ୍ନିଶ୍ରମ ବାହିନୀ ପହଞ୍ଚି ଜଣଙ୍କୁ ପାଣିରୁ ଉଦ୍ଧାର କରିଥିଲେ l କିନ୍ତୁ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିଲା l
ଗଜପତି ମହେନ୍ଦ୍ରଗଡ଼ ନିକଟରେ ବ୍ରିଜରୁ ତଳକୁ ଖସିଲା ବାଇକ୍
ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
ଆର.ଉଦୟଗିରି ଅଗ୍ନିଶ୍ରମ ବାହିନୀ ପହଞ୍ଚି ଉଦ୍ଧାର କରିଛି
୨୫ ଫୁଟ ତଳକୁ ଖସିଲା ବାଇକ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/04/bike-falls-25-feet-2026-01-04-10-15-02.jpg)