Advertisment

Ama Bus Hits Scooty: ପୁଣି 'ଆମ ବସ୍' ଆତଙ୍କରାଜ, ଡିପୋରୁ ବାହାରିବା ବେଳେ ଦୁର୍ଘଟଣା

ପୁଣି ଆମ୍ ବସ୍, ପୁଣି ଦୁର୍ଘଟଣା। ରାଜଧାନୀରେ ଥମୁନି ଆମ ବସ୍ ଆତଙ୍କରାଜ। ଆଜି ସକାଳୁ ସକାଳୁ ପାତ୍ରପଡ଼ାରେ ଗୋଟିଏ ସ୍କୁଟିକୁ ଧକ୍କା ଦେଇଛି। ଦୁର୍ଘଟଣାରେ ସ୍କୁଟି ଚାଳକ ଆହତ ହୋଇଛନ୍ତି।

Ama Bus Accident

Ama Bus Accident Photograph: (OTV)

Advertisment

ପୁଣି ଆମ୍ ବସ୍, ପୁଣି ଦୁର୍ଘଟଣା। ରାଜଧାନୀରେ ଥମୁନି ଆମ ବସ୍ ଆତଙ୍କରାଜ। ଆଜି ସକାଳୁ ସକାଳୁ ପାତ୍ରପଡ଼ାରେ ଗୋଟିଏ ସ୍କୁଟିକୁ ଧକ୍କା ଦେଇଛି। ଦୁର୍ଘଟଣାରେ ସ୍କୁଟି ଚାଳକ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ପାତ୍ରପଡ଼ା ଡିପୋରୁ ବାହାରିବା ବେଳେ ଦୁର୍ଘଟଣା ଘଟିଥିଲା। 

Advertisment

ଗତ କିଛି ଦିନ ହେବ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଉଛି ଆମ ବସ୍। ଯାହାକୁ ନେଇ ନାନା ପ୍ରଶ୍ନବାଚୀ ଉଠୁଛି। କାହିଁକି ବାରମ୍ବାର ଏମିତି ଘଟଣା ଘଟୁଛି ? କେଉଁଠି ରହୁଛି ଭୁଲ୍ ? ଯେଉଁଥିପାଇଁ ଏଭଳି ବାରମ୍ବାର ଦୁର୍ଘଟଣା ଘଟାଉଛି ଆମ୍ ବସ୍।

ଥମୁନି 'ଆମ ବସ୍' ଦୁର୍ଘଟଣା
ଭୁବନେଶ୍ବରରେ ପୁଣି 'ଆମ ବସ୍' ଆତଙ୍କରାଜ
ପାତ୍ରପଡ଼ାରେ ସ୍କୁଟିକୁ ଧକ୍କା ଦେଲା 
ଧକ୍କାରେ ସ୍କୁଟି ଚାଳକ ଆହତ, ମେଡିକାଲରେ ଭର୍ତ୍ତି
ପାତ୍ରପଡ଼ା ଡିପୋରୁ ବାହାରିବା ବେଳେ ଦୁର୍ଘଟଣା

Advertisment
Ama Bus ama bus accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ