CTC-MAHANADI Photograph: (OTV)
କଟକ ମହାନଦୀ ବ୍ରିଜ ଉପରେ ଅଘଟଣ। ଟ୍ରକ୍ ସାଇଡ୍ ମାରିବାରୁ ବାଇକରୁ ନଦୀକୁ ଛିଟିକି ପଡ଼ିଲେ ଯୁବକ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି, ଯୁବକଙ୍କୁ ଉଦ୍ଧାର କରିବା ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ବାଲି ଉପରେ ପଡ଼ିଥିବାରୁ ଯୁବକଙ୍କ ଜୀବନ ବଞ୍ଚିଯାଇଛି। ଆହତ ଯୁବକ କଟକ ଛତିଆ ଅଞ୍ଚଳର ସତୀଶ ବୋଲି ଜଣାପଡ଼ିଛି।
• କଟକ ମହାନଦୀ ବ୍ରିଜ୍ ଉପରେ ଅଘଟଣ
• ଟ୍ରକ୍ ସାଇଡ୍ ମାରିବାରୁ ନଦୀକୁ ଛିଟିକି ପଡ଼ିଲେ ଯୁବକ
• ବ୍ରିଜ୍ ଉପରୁ ଛିଟିକି ନଦୀ ବାଲି ଉପରେ ପଡ଼ିଲେ ଯୁବକ
• ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/16/ctc-mahanadi-2025-10-16-09-55-28.jpg)