Advertisment

20 Passengers Burnt : ଜିଅନ୍ତା ଜଳିଗଲେ ୨୦ଜଣ, ଚାହୁଁ ଚାହୁଁ ଜଳିଗଲା

ଚାହୁଁ ଚାହୁଁ ଜଳିଗଲା ବସ୍। ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲରେ ଘଟିଛି ବଡ଼ ବସ୍ ଦୁର୍ଘଟଣା। କାବେରୀ ନାମକ ଏକ ଘରୋଇ ବସ୍ ବାଇକ୍ ସହ ଧକ୍କା ଦେବା ପରେ ରାସ୍ତା ଉପରେ ହିଁ ଜଳି ଯାଇଛି।

BUS-FIRE

BUS-FIRE Photograph: (OTV)

Advertisment

ଚାହୁଁ ଚାହୁଁ ଜଳିଗଲା ବସ୍। ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲରେ ଘଟିଛି ବଡ଼ ବସ୍ ଦୁର୍ଘଟଣା। କାବେରୀ ନାମକ ଏକ ଘରୋଇ ବସ୍ ବାଇକ୍ ସହ ଧକ୍କା ଦେବା ପରେ ରାସ୍ତା ଉପରେ ହିଁ ଜଳି ଯାଇଛି। ଫଳରେ ବସରେ ଥିବା ୪୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଜୀବନ୍ତ ଜଳି ଯାଇଛନ୍ତି। ଏବେ ବି ୧୧ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Advertisment

କୁର୍ଣ୍ଣୁଲ ଚିନ୍ନା ଟେକୁରୁ ଗାଁ ନିକଟରେ ଗତକାଲି ରାତିରେ ଏହି ଭୟଙ୍କର ଅଗ୍ନିକାଣ୍ଡଟେ ଘଟିଛି। ବସଟେ ହାଇଦ୍ରାବାଦରୁ ବେଙ୍ଗାଲୁରୁକୁ NHରେ ଯାଉଥିବା ବେଳେ ବସରେ ଲାଗିଥିଲା ନିଆଁ। ତେବେ ବସ୍ ବାଇକ୍ ଧକ୍କା ପରେ ଏତେ ବଡ଼ ଅଘଟଣ କେମିତି ଘଟିଲା ତାକୁ ନେଇ ଏବେ ଯାଏଁ ସ୍ପଷ୍ଟ ସୂଚନା ମିଳିପାରିନି।

Advertisment

ଚାହୁଁ ଚାହୁଁ ଜଳିଗଲା 
ବସରେ ଥିବା ୨୦ ଯାତ୍ରୀ ମୃତ 
ବାଇକ୍-ବସ୍ ଧକ୍କା ପରେ ନିଆଁ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ