Koida Photograph: (OTV)
Advertisment
ସୁନ୍ଦରଗଡ଼ କୋଇଡା ରେ ଲଗାତାର ଚାରିଦିନ ପ୍ରବଳ ତୁଷାରପାତ । ବରଫରେ ପରିଣତ ହେଲା ରାତିର କାକର ବିନ୍ଦୁ । ଲଗାତାର ଦୁଇଦିନ ଧରି ରାତିର ତାପମାତ୍ରା 5 ଡିଗ୍ରୀ ତଳେ ରହିବା ଫଳରେ କୋଇଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି।
Advertisment
ଧଳା ରଙ୍ଗର ଚାଦରରେ ଆଚ୍ଛାଦିତ ହୋଇଛି ପୁରା କୋଇଡା ସହର ।କୋଇଡା ବ୍ଲକ୍ ର ସବୁଠାରୁ ଅଧିକ ତୁଷାରପାତ ନିୟୁ ଗାର୍ଡେନ କଲୋନୀରେ ଦେଖିବାକୁ ମିଳିଛି । ସେହିପରି ବ୍ଲକ୍ ର କୋଇଡା , କାଲଟା, ମାଲଦା, ଟେନସା ଭଳି ସ୍ଥାନରେ ମଧ୍ୟ ତୁଷାରପାତ ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/10/koida-2026-01-10-10-29-35.jpg)