Advertisment

Bhubaneswar Breaks 22 Year Old Record: ରାଜଧାନୀରେ ରେକର୍ଡ ଶୀତ, ୨୨ ବର୍ଷ ମଧ୍ୟରେ ରେକର୍ଡ ହେଲା ସବୁଠୁ ଥଣ୍ଡା ରାତି

ରାଜଧାନୀ ଭୁବନେଶ୍ବରର ରାତି ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ। ଭୁବନେଶ୍ବରରେ ୨୨ ବର୍ଷ ମଧ୍ୟରେ ରେକର୍ଡ ହେଲା ସବୁଠୁ ଥଣ୍ଡା ରାତି। ସକାଳ ୫ଟା ୩୦ରେ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର।

COLD WAVE

COLD WAVE Photograph: (OTV)

Advertisment

ରାଜଧାନୀରେ ରେକର୍ଡ ଶୀତ । ରାଜଧାନୀ ଭୁବନେଶ୍ବରର ରାତି ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ କରିଛି । ଭୁବନେଶ୍ବରରେ ୨୨ ବର୍ଷ ମଧ୍ୟରେ ରେକର୍ଡ ହେଲା ସବୁଠୁ ଥଣ୍ଡା ରାତି । ସେହିପରି ସକାଳ ୫ଟା ୩୦ରେ ଝାରସୁଗୁଡ଼ାରେ ୬.୨ ଡିଗ୍ରୀ ସବୁଠୁ ଥଣ୍ଡା ସହର ପାଲଟିଛି । 

Advertisment

କେନ୍ଦୁଝର ୯ ଡିଗ୍ରୀ, ଭୁବନେଶ୍ବର ୧୦.୨, ବାଲେଶ୍ବର ୧୧.୬ ଡିଗ୍ରୀ, ଚାନ୍ଦବାଲି ୧୨, ପାରାଦୀପ ୧୨.୪, ଗୋପାଳପୁର ୧୪.୨, ପୁରୀ ୧୫ ଡିଗ୍ରୀ ରେକର୍ଡ କରାଯାଇଛି ।

ଅନ୍ୟପଟେ ଆଜି ରାତିରୁ ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ସକ୍ରିୟ ଗଭୀର ଅବପାତରେ ଉପର ବାଦଲ ଆଚ୍ଛାଦିତ। ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ହେତୁ ବଢ଼ିବ ତାପମାତ୍ରା। ଆଜି ରାତିରୁ ତାପମାତ୍ରା ବୃଦ୍ଧି ସହ ଶୀତ ସାମାନ୍ୟ କମିବା ସମ୍ଭାବନା ରହିଛି। 

Advertisment

•    ରାଜଧାନୀରେ ରେକର୍ଡ ଶୀତ
•    ରାଜଧାନୀ ଭୁବନେଶ୍ବରର ରାତି ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ
•    ଭୁବନେଶ୍ବରରେ ୨୨ ବର୍ଷ ମଧ୍ୟରେ ରେକର୍ଡ ହେଲା ସବୁଠୁ ଥଣ୍ଡା ରାତି
•    ସକାଳ ୫ଟା ୩୦ରେ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର
•    ୬.୨ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଥଣ୍ଡା ସହର
•    କେନ୍ଦୁଝର ୯ ଡିଗ୍ରୀ, ବାଲେଶ୍ବର ୧୧.୬ ଡିଗ୍ରୀ
•    ଚାନ୍ଦବାଲି ୧୨, ପାରାଦୀପ ୧୨.୪, ଗୋପାଳପୁର ୧୪.୨, ପୁରୀ ୧୫ ଡିଗ୍ରୀ
•    ଆଜି ରାତିରୁ ରାଜ୍ୟରେ ତାପମାତ୍ରାରେ ବୃଦ୍ଧି ସମ୍ଭାବନା
•    ସକ୍ରିୟ ଗଭୀର ଅବପାତରେ ଉପର ବାଦଲ ଆଚ୍ଛାଦିତ
•    ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ହେତୁ ବଢ଼ିବ ତାପମାତ୍ରା
•    ଆଜି ରାତିରୁ ତାପମାତ୍ରା ବୃଦ୍ଧି ସହ ଶୀତ ସାମାନ୍ୟ କମିବା ସମ୍ଭାବନା

Bhubaneswar Cold Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ