#ଦସ୍ତଖତର_ଦାମ୍_ଶହେ_ଟଙ୍କା
ପଣ୍ଡା ବାବୁଙ୍କ ଅଜବ ଫଣ୍ଡା । ଏହି ଦେଖନ୍ତୁ ଜେଲରଙ୍କ ବାବୁଙ୍କ ଖୋଲାଖୋଲି ଲାଞ୍ଚ ନେବାର ଏକ୍ସକ୍ଳୁସିଭ ଭିଡିଓ । ଏ ହେଲେ ସୋନପୁର ସବ୍-ଜେଲ୍ର ଜେଲର ରାଜେନ୍ଦ୍ର ପଣ୍ଡା । ବେଲବଣ୍ଡରେ ଦସ୍ତଖତ କରିବା ପାଇଁ ଲାଞ୍ଚ ନେଇ ଏବେ ଅଡୁଆରେ ପଡିଛନ୍ତି ପଣ୍ଡା ବାବୁ । ଜଣେ ମୁଦାଲାଙ୍କ ସମ୍ପର୍କୀୟଙ୍କୁ ବେଲବଣ୍ଡରେ ଦସ୍ତଖତ କରିବା ପାଇଁ ଲାଞ୍ଚ ମାଗିଥିଲେ ଜେଲର ରାଜେନ୍ଦ୍ର ପଣ୍ଡା । ଗୋଟିଏ ଦସ୍ତଖତର ରେଟ୍ ଥିଲା ଶହେ ଟଙ୍କା । ମୁଦାଲାଙ୍କ ସଂର୍ପକୀୟ ଏହାକୁ ନିଜ ଫୋନ୍ରେ ରେକର୍ଡ କରିଥିଲେ । ଯାହାର ଭିଡିଓ ଆସିଛି ସାମ୍ନାକୁ । ଏଥିରେ ଦେଖାଯାଇଛି, ଜେଲର ବାବୁ ନିଜ ସରକାରୀ କ୍ବାର୍ଟରରେ ଖାକି ଗଞ୍ଜି ପିନ୍ଧି ଖୋଲାଖୋଲି ୫ଶହ ଟଙ୍କା ନେଉଛନ୍ତି । ଆଉ ଶହେ ଟଙ୍କା ନିଜ ସହଯୋଗୀଙ୍କୁ ଦେଉଛନ୍ତି ।
An exclusive video has surfaced allegedly showing Rajendra Panda, the jailer of Sonepur Sub-Jail, openly taking bribes for signing bail bond documents. According to the complaint, the jailer demanded ₹100 per signature from a prisoner’s relative, charging ₹600 for six signatures.
#BriberyExposed#JailCorruption#SonepurSubJail#BailBondScam#OdishaNews#CorruptionCaughtOnCamera#JusticeSystem#SpecialStory#OdishaTV#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)