#ସ୍ମାର୍ଟ_ପାର୍କ_ପାଲଟିଛି_ଅସାମାଜିକ_ବ୍ୟକ୍ତିଙ୍କ_ଆଡ୍ଡାସ୍ଥଳୀ
ଲୋକଙ୍କ ମନରଞ୍ଜନ ସହ ସହରର ବିକାଶ ପାଇଁ ନିର୍ମାଣ କରାଯାଇଥିଲା ସ୍ମାର୍ଟ ପାର୍କ। କୋଟି କୋଟି ଖର୍ଚ୍ଚ ସତ୍ତ୍ବେ ବାସ୍ତବ ଅବସ୍ଥା କିଛି ଭିନ୍ନ। ଦୟନୀୟ ଅବସ୍ଥାରେ ପଡ଼ିରହିଛି ପାର୍କ । ଏବେ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପାର୍କ କାମ ଆରମ୍ଭରୁ ସବୁ କିଛି ଚକାଚକ ଦେଖାଯାଉଥିଲା। ହେଲେ ପାର୍କ କାମ ସରିବାର ମାତ୍ର ଦିନ କେଇଟା ପରେ ଶ୍ରୀହିନ ହୋଇଗଲା ମନୋରମ ପରିବେଶ। ଆଗକୁ ଯଦି ଠିକ୍ ଭାବେ ରକ୍ଷଣାବେକ୍ଷଣ କରା ନଯାଏ, ତେବେ ଯାହା କିଛି ଅଛି ନଷ୍ଟ ହୋଇଯିବା ନେଇ ଆଶଙ୍କା କରୁଛନ୍ତି ସ୍ଥାନୀୟ ବାସିନ୍ଦା। ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳରେ ଥିବା ଏକ ପାର୍କରେ ପ୍ରାୟ କୋଟିଏ ଖର୍ଚ୍ଚ ସତ୍ତ୍ବେ କିଭଳି ଲୋକଙ୍କ କାମରେ ଆସୁନି, ଦେଖିବା ରିପୋର୍ଟ ।
A Smart Park built to provide recreation and promote urban development in Umarakot, Nabarangpur district, Odisha, is now in a pitiable condition. Local residents report that antisocial individuals have taken over the park, turning it into their hangout, away from public use.
#Nabarangpur#SmartParkNeglect#PublicInfrastructure#AntisocialActivity#UrbanDecay#ParkMaintenance#NabarangpurNeglect#jojanaranahariloot#OTVNews
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)