ଆଜିକାଲି ଆଣ୍ଠୁଗଣ୍ଠି ସମସ୍ୟା କିମ୍ବା ହାଡ଼ ସମ୍ପର୍କିତ ବିଭିନ୍ନ ରୋଗ ସାଧାରଣ ସମସ୍ୟା ହୋଇଯାଇଛି। ଆଧୁନିକ ଚିକିତ୍ସା ବିଜ୍ଞାନ ଦ୍ୱାରା ସର୍ଜରୀ ମାଧ୍ୟମରେ ଏହାର ସଫଳ ଓ ସହଜ ଚିକିତ୍ସା ଏବେ ସମ୍ଭବ ହୋଇପାରୁଛି। କିନ୍ତୁ ସର୍ଜରୀ ପରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍ ହେଉଛି—ସଂକ୍ରମଣକୁ ଏଡ଼ାଇବା। କାରଣ କୌଣସି ବି ହାଡ଼ ସର୍ଜରୀ ପରେ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ। ଏବଂ ଏହାକୁ ଯଦି ସମୟରେ ଚିହ୍ନଟ କରାଯାଏ ନାହିଁ କିମ୍ବା ଅଣଦେଖା କରାଯାଏ, ତେବେ ଏହା ଗୁରୁତର ଓ ମାରାତ୍ମକ ରୂପ ନେଇପାରେ।
ତେବେ ସର୍ଜରୀ ପରେ ସଂକ୍ରମଣ କାହିଁକି ହୁଏ? ଏହାର କାରଣ କଣ? କେତେଟା ବିପଜ୍ଜନକ ଏହି ସମସ୍ୟା ଏବଂ କେମିତି କରାଯାଏ ଏହାର ସଠିକ୍ ଚିକିତ୍ସା? ଏହି ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ସହ ବିସ୍ତୃତ ଆଲୋଚନା କରିବା ପାଇଁ ଆଜି ଆମ ସହ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ, ରୋବୋଟିକ୍ ଜଏଣ୍ଟ ରିପ୍ଲେସମେଣ୍ଟ ଏବଂ ସ୍ପୋର୍ଟସ୍ ଇଂଜୁରୀ ସର୍ଜନ୍—ଡାକ୍ତର ଦିବ୍ୟସିଂହ ଦାସ।
Bone Surgery Infection: Causes, Risks and Treatment After Joint Replacement
#bonesurgery#postsurgeryinfection#jointreplacement#kneereplacement#OrthopedicCare#RoboticSurgery#BoneHealth#SurgeryRecovery#InfectionAwareness#HealthTalk
Bone Surgery Infection: Causes, Risks and Treatment After Joint Replacement
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)