Advertisment

Charter Aircraft Makes Force Landing in Rourkela, Six Injured

author-image
OTV

#ରାଉରକେଲାରେ_ବିମାନ_ଫୋର୍ସ_ଲ୍ୟାଣ୍ଡିଂ
ରାଉରକେଲା ରଘୁନାଥପାଲିରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ। ଜଲଦାରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ଜଣ ଯାତ୍ରୀ ଓ ୨ଜଣ କ୍ରିଉ ସଦସ୍ୟ ରହିଛନ୍ତି। ୪ଜଣ ଯାତ୍ରୀଙ୍କ ମଧ୍ୟରେ ୨ଜଣ ପୁରୁଷ, ୨ଜଣ ମହିଳା ରହିଛନ୍ତି। ଏହା କ୍ରାସ୍ ଲ୍ୟାଣ୍ଡିଂ ନୁହେଁ ଫୋର୍ସ ଲ୍ୟାଣ୍ଡିଂ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ଇଞ୍ଜିନରେ ତ୍ରୁଟି ଥାଇପାରେ, ଯେଉଁଥିପାଇଁ ଫୋର୍ସ ଲ୍ୟାଣ୍ଡିଂ ହୋଇଛି। ଅବତରଣର ୧୫ ମିନିଟ୍ ପୂର୍ବରୁ ଫୋର୍ସ ଲ୍ୟାଣ୍ଡିଂ ହୋଇଥିଲା ଚାର୍ଟର ବିମାନ।
#Rourkela#ForceLanding#CharterPlane#AviationNews#Odisha#OdishaTV#OTV

Advertisment

A charter aircraft made a force landing in the Jalda area under Raghunathpali in Rourkela, leaving six people injured. The injured include four passengers—two men and two women—and two crew members. The incident occurred shortly before the aircraft’s scheduled landing.

Bhubaneswar Airport Director Prasanna Pradhan clarified that this was not a crash landing but a force landing. He said a possible engine fault may have led to the emergency landing.

Advertisment

According to available information, the force landing took place nearly 15 minutes before the aircraft was supposed to land, preventing a major mishap.#ରାଉରକେଲାରେ_ବିମାନ_ଫୋର୍ସ_ଲ୍ୟାଣ୍ଡିଂ
ରାଉରକେଲା ରଘୁନାଥପାଲିରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ। ଜଲଦାରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ଜଣ ଯାତ୍ରୀ ଓ ୨ଜଣ କ୍ରିଉ ସଦସ୍ୟ ରହିଛନ୍ତି। ୪ଜଣ ଯାତ୍ରୀଙ୍କ ମଧ୍ୟରେ ୨ଜଣ ପୁରୁଷ, ୨ଜଣ ମହିଳା ରହିଛନ୍ତି। ଏହା କ୍ରାସ୍ ଲ୍ୟାଣ୍ଡିଂ ନୁହେଁ ଫୋର୍ସ ଲ୍ୟାଣ୍ଡିଂ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ଇଞ୍ଜିନରେ ତ୍ରୁଟି ଥାଇପାରେ, ଯେଉଁଥିପାଇଁ ଫୋର୍ସ ଲ୍ୟାଣ୍ଡିଂ ହୋଇଛି। ଅବତରଣର ୧୫ ମିନିଟ୍ ପୂର୍ବରୁ ଫୋର୍ସ ଲ୍ୟାଣ୍ଡିଂ ହୋଇଥିଲା ଚାର୍ଟର ବିମାନ।
#ରାଉରକେଲାରେ_ବିମାନ_ଫୋର୍ସ_ଲ୍ୟାଣ୍ଡିଂ
ରାଉରକେଲା ରଘୁନାଥପାଲିରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ। ଜଲଦାରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ଜଣ ଯାତ୍ରୀ ଓ ୨ଜଣ କ୍ରିଉ ସଦସ୍ୟ ରହିଛନ୍ତି। ୪ଜଣ ଯାତ୍ରୀଙ୍କ ମଧ୍ୟରେ ୨ଜଣ ପୁରୁଷ, ୨ଜଣ ମହିଳା ରହିଛନ୍ତି। ଏହା କ୍ରାସ୍ ଲ୍ୟାଣ୍ଡିଂ ନୁହେଁ ଫୋର୍ସ ଲ୍ୟାଣ୍ଡିଂ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ଇଞ୍ଜିନରେ ତ୍ରୁଟି ଥାଇପାରେ, ଯେଉଁଥିପାଇଁ ଫୋର୍ସ ଲ୍ୟାଣ୍ଡିଂ ହୋଇଛି। ଅବତରଣର ୧୫ ମିନିଟ୍ ପୂର୍ବରୁ ଫୋର୍ସ ଲ୍ୟାଣ୍ଡିଂ ହୋଇଥିଲା ଚାର୍ଟର ବିମାନ।
#ରାଉରକେଲାରେ_ବିମାନ_ଫୋର୍ସ_ଲ୍ୟାଣ୍ଡିଂ
ରାଉରକେଲା ରଘୁନାଥପାଲିରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ। ଜଲଦାରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ଜଣ ଯାତ୍ରୀ ଓ ୨ଜଣ କ୍ରିଉ ସଦସ୍ୟ ରହିଛନ୍ତି। ୪ଜଣ ଯାତ୍ରୀଙ୍କ ମଧ୍ୟରେ ୨ଜଣ ପୁରୁଷ, ୨ଜଣ ମହିଳା ରହିଛନ୍ତି। ଏହା କ୍ରାସ୍ ଲ୍ୟାଣ୍ଡିଂ ନୁହେଁ ଫୋର୍ସ ଲ୍ୟାଣ୍ଡିଂ ବୋଲି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ଇଞ୍ଜିନରେ ତ୍ରୁଟି ଥାଇପାରେ, ଯେଉଁଥିପାଇଁ ଫୋର୍ସ ଲ୍ୟାଣ୍ଡିଂ ହୋଇଛି। ଅବତରଣର ୧୫ ମିନିଟ୍ ପୂର୍ବରୁ ଫୋର୍ସ ଲ୍ୟାଣ୍ଡିଂ ହୋଇଥିଲା ଚାର୍ଟର ବିମାନ।
#Rourkela#ForceLanding#CharterPlane#AviationNews#Odisha#OdishaTV#OTV

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

Odisha News Odisha Latest News Otv OTV News Odisha Tv Latest Odisha News Odisha Live Odisha Current News Odisha Tv Latest Latest Odia News Otv News Updates Otv Youtube Odia News Live Odisha News Today O Tv News latest odia news live otv latest news odisha live news pratidin news odishatv odia news pratidin otv
Advertisment
Advertisment