ଅରବିନ୍ଦଙ୍କ ଖୋଲା ଚ୍ୟାଲେଞ୍ଜ
#ଅରବିନ୍ଦଙ୍କ_ଖୋଲା_ଚ୍ୟାଲେଞ୍ଜ
‘ମୁଁ ଆଶ୍ଚର୍ଯ୍ୟ । ଜାନୁଆରୀ 15 ସନ୍ଧ୍ୟାରେ ନିଲମ୍ୱନ ହେଲି । କାରଣ ଦର୍ଶାଗଲା ଦଳ ବିରୋଧୀ କାର୍ଯ୍ୟ ପାଇଁ । ତାପରେ କୁହାଗଲା ବିଶ୍ୱାସଘାତକ କରିଛି । ତାପରେ ମିଡ ଡେ ଅପରେସନ କରିଥିଲି । କାଲି କୁହାଗଲା ପାଟକୁରାବାସୀଙ୍କୁ ହଇରାଣ କରୁଥିଲି । ଅଭିଯୋଗ ଏତିକି ନା ଆଉ ଅଛି । ପାଟକୁରାବାସୀଙ୍କ ସମର୍ଥନ ମୋ ସହିତ ଅଛି । ନବୀନ ବାବୁଙ୍କୁ ଏ ତଥ୍ୟ କିଏ ଦେଉଛି? କୋଉ କୋଉ ବିଧାୟକ ମାନଙ୍କୁ ନେଇ ଗ୍ରୁପ୍ କରିଥିଲି ତାହା କୁହନ୍ତୁ । ବିଜୟ ମହାପାତ୍ର ଙ୍କୁ ଘଟଣାରେ ଟଣା ନଯାଉ । ତାଙ୍କୁ କେବେ ରାଜ୍ୟ ସଭା ପ୍ରାର୍ଥୀ ପାଇଁ ମୁଁ କେବେ ଯୋଜନା କରିନାହିଁ । ଏହା ମିଛ କଥା ।’ - ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ପରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ କାଉଣ୍ଟର
#OdishaPolitics_ArvindMahapatra#BJD_Row_NaveenPatnaik
#PatkuraMLA_Controversy#OdishaPoliticalCrisis#PartyDiscipline#PoliticalSuspension#IntraPartyConflict#MLAStatement#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)