Advertisment

ଶୀତରେ ଘରୁ ବାହାରିବେଳକୁ ପିନ୍ଧିବେ କ’ଣ ?

ଶୀତରେ ଘରୁ ବାହାରିବେଳକୁ ପିନ୍ଧିବେ କ’ଣ ? ସ୍ବେଟର୍ କିମ୍ବା ଜାକେଟ ପିନ୍ଧିବେ ନା ପିନ୍ଧିବେ ରେନକୋଟ୍ ? ମାର୍ଗଶୀର ସରିଲା... ପୌଷ ଆରମ୍ଭ ହେଲା... ବିଳମ୍ବରେ ଜାଡ଼ ପ୍ରଭାବ ବି ଆରମ୍ଭ ହୋଇଥିଲା। କିନ୍ତୁ ଗତକାଲିଠୁ କୋହଲା ପାଗ ସହ ଝିପି ଝିପି ବର୍ଷା ଅଧା ଓଡ଼ିଶାକୁ ଓଦା କଲାଣି।

Weather News Rain Weather Update Winter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ