flood
Advertisment
ବିନା_ମେଘରେ_ବନ୍ୟା
ବାଲେଶ୍ବର ଜିଲ୍ଲାକୁ ବୁଡ଼େଇଲା ଝାଡ଼ଖଣ୍ଡ ପାଣି। ଚାନ୍ଦିଲି ଡ୍ୟାମ୍ ରୁ ହଠାତ୍ ପାଣି ଛଡ଼ାଯିବାରୁ ସୁବର୍ଣ୍ଣରେଖାରେ ଅଚାନକ ବନ୍ୟା ଆସି ବାଲେଶ୍ବର ଜିଲ୍ଲାର ୩ଟି ବ୍ଲକ ବସ୍ତା, ବାଲିଆପାଳ ଓ ଭୋଗରାଇରେ ବନ୍ୟା ତାଉ। ବର୍ଷା ନଥିବାବେଳେ ବନ୍ୟାରେ ଉବୁଟୁବୁ ହେଉଛନ୍ତି ଶତାଧିକ ଗାଁର ଲୋକେ, ବିପନ୍ନଙ୍କ ପାଖେ ପ୍ରଶାସନ ପହଞ୍ଚିବାକୁ ଉଦ୍ୟମ ଜାରି ରଖିଛି। ବାଲିଆପାଳ କୁଲାଚଡ଼ ଗାଁର ଜଣେ ଯୁବକ ବନ୍ୟାରେ ଭାସିଯାଇଥିବା ଅଭିଯୋଗ ହୋଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us