Sudden Weather Shift Brings Light Rain to Bhubaneswar
Advertisment
ରାଜଧାନୀ ଭୁବନେଶ୍ବରରେ ହଠାତ୍ ବଦଳିଗଲା ପାଗର ମିଜାଜ୍। ଘୋଟେଇ ଆସିଲା କଳାହାଣ୍ଡିଆ ମେଘ, ଚାହୁଁ ଚାହୁଁ ବର୍ଷିଲା। ତାତିରେ ଲାଗିଲା ବ୍ରେକ୍ । ରାଜଧାନୀର ବିଭିନ୍ନ ଅଂଚଳରେ ଝିପିଝିପି ବର୍ଷା ଲାଗି ରହିଛି। ଆସନ୍ତା ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us