Monsoon
Advertisment
ପୂର୍ବରୁ ଆକଳନ କରାଗଲା ଏବର୍ଷ ସଅଳ ଆସିବ ମୌସୁମୀ । ରାଜ୍ୟରେ ଭଲ ବର୍ଷା ହେବ । ପରେ କିନ୍ତୁ ମୌସୁମୀ ଆସିବାରେ ବିଳମ୍ବ ହେଉଛି । ଏବେ ଜୁନ୍ ମାସ ଅଧା ହେଲାଣି ହେଲେ କେବଳ ୬ଟି ଜିଲ୍ଲାକୁ ଛାଡ଼ିଦେଲେ ଏଯାଏଁ ସାରା ଓଡିଶାକୁ ଛୁଇଁପାରିିନି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ବିଭାଗ କହିଛି, ରାଜ୍ୟରେ ଆସନ୍ତା ଦୁଇରୁ ତିନି ଦିନ ଭିତରେ ଅଧିକାଂଶ ଜିଲ୍ଲାକୁ ମୌସୁମୀ ଛୁଇଁବ । ଏହାରି ଭିତରେ ଚଳିତ ଜୁନରେ ରାଜ୍ୟରେ ୬୪ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us