Advertisment

ଧାରା ଶ୍ରାବଣରେ ମୁଣ୍ଡରେ ହାତ ଦେଇ ବସିଛି ଚଷାପୁଅ, ମାଟି ଫାଟି ଆଁ

ଏମିତି ସ୍ଥିତିରେ ସ୍ୱଳ୍ପମିଆଦୀ ଧାନ ଚାଷ ଲାଗି ପରାମର୍ଶ ଦେଲେଣି କୃଷି ବିଶେଷଜ୍ଞ। ହେଲେ ସରକାର କହୁଛନ୍ତି, ଏବେ ବି ମରୁଡ଼ି ସ୍ଥିତି ଆସିନି। ଉପଯୁକ୍ତ ସମୟରେ ପଦକ୍ଷେପ ନେବେ ସରକାର।…

Advertisment

ଧାରା ଶ୍ରାବଣରେ ମୁଣ୍ଡରେ ହାତ ଦେଇ ବସିଛି ଚଷାପୁଅ। ମାଟି ଫାଟି ଆଁ କଲାଣି। ଧାନ ବିଲରେ ଗଜା ମରୁଡ଼ି ସ୍ଥିତି। ରାଜ୍ୟର ୨୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା । ପାଖାପାଖି ୪୦ ପ୍ରତିଶତ ଜମିରେ ଏଯାଏଁ ଆରମ୍ଭ ହୋଇପାରିନି ଧାନ ଚାଷ। ଯେଉଁଠି ବି ତଳି ଉଠିଛି ହଳଦିଆ ପଡ଼ିଲାଣି । ବର୍ଷା ଟିକେ ପାଇଁ ବିଲ ହିଡ଼ରେ ଆକାଶର ଭସା ବାଦଲକୁ ଅନେଇ ରହିଛି ଚାଷୀ ବାପୁଡ଼ା। କ’ଣ ହେବ ଆଗକୁ, କିଛି କୂଳ କିନାରା ପାଉନି । ଏମିତି ସ୍ଥିତିରେ ସ୍ୱଳ୍ପମିଆଦୀ ଧାନ ଚାଷ ଲାଗି ପରାମର୍ଶ ଦେଲେଣି କୃଷି ବିଶେଷଜ୍ଞ। ହେଲେ ସରକାର କହୁଛନ୍ତି, ଏବେ ବି ମରୁଡ଼ି ସ୍ଥିତି ଆସିନି। ଉପଯୁକ୍ତ ସମୟରେ ପଦକ୍ଷେପ ନେବେ ସରକାର।…

Advertisment
Rain Weather News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ