Cuttack - Jagatsinghpur Flood
Advertisment
ବନ୍ୟାର କରାଳ ରୂପ । ନଈନାଳ ବିଲ ମାଳ ରାସ୍ତାଘାଟ ଘରଦ୍ୱାର ସବୁ ଏକାକାର । ଉଛୁଳୁଛି ନଈ, ଭାଙ୍ଗୁଛି ଘାଇ । ଉବୁଟୁବୁ ଜନପଦ । କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ମହାନଦୀ ଓ ଏହାର ଶାଖାନଦୀ ଗୁଡ଼ିକର ଜଳପ୍ରଳୟରେ ଉଜୁ଼ଡି ଚାଲିଛି ଅବିଭିକ୍ତ କଟକ ଜିଲ୍ଲାର ଗାଁ ପରେ ଗାଁ । କଟକ ଜିଲ୍ଲାର ସବୁଠୁ ଅଧିକ ପ୍ରଭାବିତ ବାଙ୍କି ବ୍ଲକ୍ ଶିମିଳିପୁର ପଞ୍ଚାୟତ ସୁତାଖଳା ଗାଁର ସ୍ଥିତି ଅତି ଦୟନୀୟ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us