Advertisment

ଟାଇଁ ଟାଇଁ ଖରାରେ ସିଝିବ ଏଥର ରଜ

ମୌସୁମୀ ଜୁନ୍ ୧୫ ସୁଦ୍ଧା ଓଡ଼ିଶା ଛୁଇଁବନି କହିଲେ IMD ଡିଜି

Advertisment

ଆଉ ଦିନ ତିନିଟା ପରେ ରଜ। ମୌସୁମୀ ଏତେବେଳକୁ ଓଡ଼ିଶା ଛୁଇଁଯିବା କଥା, ହେଲେ ଆକାଶରୁ ଖସୁଛି ନିଆଁ ଝୁଲ। ଜୁନରେ ତାପମାତ୍ରା ୪୫ ଡିଗ୍ରୀ ପାର୍ ହେଲାଣି। ଜନଜୀବନ ତ୍ରାହି ତ୍ରାହି ଡାକିଲେଣି। ଏପଟେ ଭାରତୀୟ ପାଣିପାଗ ବିଭାଗ କହୁଛି- ଏମିତି ତାତି ଆହୁରି ୩ରୁ ୪ଦିନ ଲାଗି ରହିବ। ୧୫ ପରେ ରାଜ୍ୟରେ ମୌସୁମୀ ବର୍ଷା ହୋଇପାରେ। ସେହିପରି ଆସନ୍ତା ୨୪ ଘଣ୍ଟା ଯାଏଁ ୯ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ବି ଜାରି ହୋଇଛି।

Advertisment
Heat Wave Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ