Advertisment

ପାଣିପାଗ ବିଶେଷଜ୍ଞଙ୍କ ମତ, ବଜ୍ରପାତଜନିତ ମୃତ୍ୟୁ ଲାଗି ତାଳଗଛ ହ୍ରାସ ଏକ ବଡ଼ କାରଣ

ବଜ୍ରପାତ ହେଲେ,ସୁଉଚ୍ଚ ହୋଇଥିବାରୁ ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା ଓ ତାଳ ଗଛ ନଷ୍ଟ ହୋଇଯାଉଥିଲା। କିନ୍ତୁ ବିଲବାଡ଼ିରେ କାମ କରୁଥିବା ଲୋକେ ବର୍ତ୍ତି ଯାଉଥିଲେ।

Advertisment

ବର୍ଷା ସହ ହେଉଛି ଘନ ଘନ ବଜ୍ରପାତ। ଲୋକଙ୍କୁ ଏହା କେବଳ ଡରାଉନି, ଜୀବନ ବି ନେଉଛି। ସରକାରୀ ତଥ୍ୟ କହୁଛି, ୨୦୨୧-୨୨ରେ ବଜ୍ରପାତ ଯୋଗୁଁ ୨୮୧ ଲୋକଙ୍କ ଜୀବନ ଯାଇଛି, ଯେଉଁଥିରୁ ଅଧିକାଂଶ ଗ୍ରାମାଞ୍ଚଳର। ପ୍ରଶ୍ନ, ବଜ୍ରପାତରେ କାହିଁକି ଚାଲିଯାଉଛି ଏତେ ଜୀବନ ? କେମିତି ଏହାକୁ ରୋକାଯାଇପାରିବ ? 

Advertisment

ପାଣିପାଗ ବିଶେଷଜ୍ଞଙ୍କ ମତ, ବଜ୍ରପାତଜନିତ ମୃତ୍ୟୁ ଲାଗି ତାଳଗଛ ହ୍ରାସ ଏକ ବଡ଼ କାରଣ। ପୂର୍ବରୁ ଗ୍ରାମାଞ୍ଚଳରେ ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା। ଏହି ତାଳଗଛ ବଜ୍ର ସୁରକ୍ଷା ଯନ୍ତ୍ର ଭଳି କାମ କରୁଥିଲା। ବଜ୍ରପାତ ହେଲେ,ସୁଉଚ୍ଚ ହୋଇଥିବାରୁ ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା ଓ ତାଳ ଗଛ ନଷ୍ଟ ହୋଇଯାଉଥିଲା। କିନ୍ତୁ ବିଲବାଡ଼ିରେ କାମ କରୁଥିବା ଲୋକେ ବର୍ତ୍ତି ଯାଉଥିଲେ।

Thunderstorm SRC Lightning Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ