Advertisment

ସୂର୍ଯ୍ୟଙ୍କ ପ୍ରଚଣ୍ଡ କୋପରେ ତ୍ରାହି ତ୍ରାହି ଓଡ଼ିଶା

ଚଳଚଞ୍ଚଳ ରାଜଧାନୀରେ ଖାଁଖାଁ ରାସ୍ତାଘାଟ। ସୂର୍ଯ୍ୟଦେବଙ୍କ ଅଗ୍ନି ବର୍ଷା କାରଣରୁ ରାସ୍ତାକୁ ବାହାରିବାକୁ ସାହାସ କରିପାରୁନାହାନ୍ତି ଲୋକେ। ହେଲେ ଏଠି କିନ୍ତୁ ବିପରିତ ଚିତ୍ର। ଧୁ ଧୁ ଖରାକୁ ବଳି ଯାଉଛି ପେଟର ତାତି।

Advertisment

ଚଳଚଞ୍ଚଳ ରାଜଧାନୀରେ ଖାଁଖାଁ ରାସ୍ତାଘାଟ। ସୂର୍ଯ୍ୟଦେବଙ୍କ ଅଗ୍ନି ବର୍ଷା କାରଣରୁ ରାସ୍ତାକୁ ବାହାରିବାକୁ ସାହାସ କରିପାରୁନାହାନ୍ତି ଲୋକେ। ହେଲେ ଏଠି କିନ୍ତୁ ବିପରିତ ଚିତ୍ର। ଧୁ ଧୁ ଖରାକୁ ବଳି ଯାଉଛି ପେଟର ତାତି। ଖରାକୁ ଖାତିର ନକରି କାମରେ ଲାଗିଛନ୍ତି ଦିନ ମଜୁରିଆ। ଏମାନଙ୍କ ପାଇଁ ସାହାରା ପାଲଟିଛି ମୁଣ୍ଡରେ ବନ୍ଧା ହୋଇଥିବା ଗାମୁଛା ପଗଡି ଓ ପାଣି ବୋତଲ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ