“Nuasahi Chowk in Baleshwar Flooded with Eight-Feet Water After Rains, Disrupts Traffic & Shops”
Advertisment
ଲଗାଣ ବର୍ଷା ଫଳରେ ବାଲେଶ୍ଵର ସହର ନୂଆସାହି ଛକ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି। ରେମୁଣା ଓ ବାରିପଦାକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ପାଣି ହେବା ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଲୋକମାନେ ଡ୍ରେନ ପାଣିରେ ପଶି ଯିବାଆସିବା କରୁଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us