Heavy rain
Advertisment
କେଉଁଠି ବ୍ରିଜ୍ ଉପରେ ପାଣି ଚାଲିଛି ତ କେଉଁଠି ରାସ୍ତା ଦେଖାଯାଉନି। ଏକର ଏକର ଚାଷ ଜମିରେ ଅଣ୍ଟାଏ ପାଣି। ଲଗାଣ ବର୍ଷାରେ ବେହାଲ କୋରାପୁଟ। ଜିଲ୍ଲାର କୁନ୍ଦ୍ରା ଓ ବୈପାରୀଗୁଡା ବ୍ଲକ୍ ଅଧିକ ପ୍ରଭାବିତ ହୋଇଛି। ସେପଟେ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଲଘୁଚାପ। ୨୪ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।ପ୍ରଭାବରେ ଅତି ଭୀଷଣ ବର୍ଷା ନେଇ ୭ଟି ଜିଲ୍ଲାକୁ ଜାରି ହୋଇଛି ରେଡ ଆଲର୍ଟ।...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us