Advertisment

୪୦%ରୁ କମ୍ ବର୍ଷା ହୋଇଥିବା ୯ ଜିଲ୍ଲାରେ ସ୍ଥିତି ସଂଗୀନ...

ପାଣିପାଗ ବିଭାଗର ଆଶ୍ୱାସନା, ଶୀଘ୍ର ସ୍ୱାଭାବିକ ହେବ ସ୍ଥିତି ।

Advertisment

ଯେଉଁ ସମୟରେ ଧାନ କ୍ଷେତ ହସିବାର କଥା ସେଇଠି ଏବେ ଜମି ଫାଟି ଆଁ । କେଉଁଠି ଜମିକୁ ହଳ ପଶିନି ତ କେଉଁଠି ବିଲକୁ ବିହନ ଯାଇନି । ୧୮ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତରୁ ଚାଷ କାର୍ଯ୍ୟରେ ଗୁରୁତର ବାଧା । ୪୦ ପ୍ରତିଶତରୁ କମ୍ ବର୍ଷା ହୋଇଥିବା ୯ ଜିଲ୍ଲାରେ ସ୍ଥିତି ସଂଗୀନ । ପାଣିପାଗ ବିଭାଗର ଆଶ୍ୱାସନା, ଶୀଘ୍ର ସ୍ୱାଭାବିକ ହେବ ସ୍ଥିତି ।

Advertisment
Weather News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ