Advertisment

ଡଙ୍ଗା ବାହୁଡ଼ିଲାଣି... ବେଳାଭୂମିରେ ନାଲି ପତାକା ଉଡ଼ିଲାଣି... ଘନଘନ ସତର୍କ କଲାଣି ଡାକବାଜି

ନିଇତି ସମୁଦ୍ର ଲହଡ଼ି ସହ ବଳ କଷୁଥିବା ମତ୍ସ୍ୟଜୀବୀ ବି ଘରମୁହାଁ ହେଲେଣି ବାତ୍ୟା ଆଲର୍ଟ ପାଇବା ପରେ। ବିଭିନ୍ନ ମୁହାଣ, ଜେଟି ଓ ଚିଲିକା କୂଳରେ ଶହ ଶହ ଡଙ୍ଗା ବନ୍ଧା ସରିଥିବା ବେଳେ, ଆଉ କିଛି ମତ୍ସ୍ୟଜୀବୀ ଏବେବି ସମୁଦ୍ରରୁ ବାହୁଡ଼ୁଥିବା ଦେଖିବାକୁ ମିଳୁଛି।

Advertisment

ଡଙ୍ଗା ବାହୁଡ଼ିଲାଣି... ବେଳାଭୂମିରେ ନାଲି ପତାକା ଉଡ଼ିଲାଣି... ଘନଘନ ସତର୍କ କଲାଣି ଡାକବାଜି । ବାତ୍ୟା କ୍ଷୟକ୍ଷତି କମାଇବାକୁ ଆକ୍ସନ ମୋଡ୍‌ରେ ସରକାରୀ କଳବଳ । ନିଇତି ସମୁଦ୍ର ଲହଡ଼ି ସହ ବଳ କଷୁଥିବା ମତ୍ସ୍ୟଜୀବୀ ବି ଘରମୁହାଁ ହେଲେଣି ବାତ୍ୟା ଆଲର୍ଟ ପାଇବା ପରେ। ବିଭିନ୍ନ ମୁହାଣ, ଜେଟି ଓ ଚିଲିକା କୂଳରେ ଶହ ଶହ ଡଙ୍ଗା ବନ୍ଧା ସରିଥିବା ବେଳେ, ଆଉ କିଛି ମତ୍ସ୍ୟଜୀବୀ ଏବେବି ସମୁଦ୍ରରୁ ବାହୁଡ଼ୁଥିବା ଦେଖିବାକୁ ମିଳୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ