Advertisment

ଘାରିଲାଣି ଖରାଦିନିଆ ବାତ୍ୟା ଆଶଙ୍କା; ୯ରେ ବାତ୍ୟାର ରୂପ ନେଇପାରେ ସମ୍ଭାବ୍ୟ ଘୂର୍ଣ୍ଣିଝଡ଼

ସପ୍ତାହେ ଭିତରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ଏକପ୍ରକାର ନିଶ୍ଚିତ । ତେବେ ଓଡ଼ିଶା ପାଇଁ ଆତଙ୍କିତ ହେବାର ଏଯାଏଁ କୌଣସି କାରଣ ନାହିଁ । କାରଣ ଏହାର ଗତିପଥ ଏବେଠୁ କହି ହେବନି ।

Advertisment

ସପ୍ତାହେ ଭିତରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ଏକପ୍ରକାର ନିଶ୍ଚିତ । ତେବେ ଓଡ଼ିଶା ପାଇଁ ଆତଙ୍କିତ ହେବାର ଏଯାଏଁ କୌଣସି କାରଣ ନାହିଁ । କାରଣ ଏହାର ଗତିପଥ ଏବେଠୁ କହି ହେବନି । ଏହା କେଉଁ ଉପକୂଳକୁ ଗତି କରିବ, ତାହା ଆଉ ୪ ଦିନ ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେହିଁ ଆକାଳନ କରିହେବ ବୋଲି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ । ତେବେ ୫ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଆଉ ସେପଟେ ଆଜି ବାତ୍ୟା ଫନିକୁ ପୂରିଛି ୪ ବର୍ଷ। ।

Advertisment
IMD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ